ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଖୋଲା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଖୋଲା   ବିଶେଷ୍ୟ

ಅರ್ಥ : ନଗ୍ନ ହେବା ଅବସ୍ଥା ବା ଭାବ

ಉದಾಹರಣೆ : ଆଜିକାଲିର ସିନେମା ନଗ୍ନତାରେ ପୂର୍ଣ୍ଣ

ಸಮಾನಾರ್ಥಕ : ନଗ୍ନତା, ନଙ୍ଗଳା, ବସ୍ତ୍ରହୀନତା, ଲଙ୍ଗଳା


ಇತರ ಭಾಷೆಗಳಿಗೆ ಅನುವಾದ :

नग्न होने की अवस्था या भाव।

आज की फिल्में नग्नता से भरी होती हैं।
नंगापन, नग्नता, परिधानहीनता, वसनहीनता

The state of being without clothing or covering of any kind.

nakedness, nudeness, nudity

ଖୋଲା   କ୍ରିୟା ବିଶେଷଣ

ಅರ್ಥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ

ಉದಾಹರಣೆ : ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି

ಸಮಾನಾರ್ಥಕ : ଖୋଲାଭାବେ, ନଲୁଚାଇ, ସଫା, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ


ಇತರ ಭಾಷೆಗಳಿಗೆ ಅನುವಾದ :

In an easily perceptible manner.

Could be seen clearly under the microscope.
She cried loud and clear.
clear, clearly

ଖୋଲା   ବିଶେଷଣ

ಅರ್ಥ : ଫେରସ୍ତ ଫେରା ହୋଇନଥିବା

ಉದಾಹರಣೆ : ସେ ମୋ ପଡ଼ୋଶୀଙ୍କ ଖୋଲା ଧନ ଫେରାଇ ଦେଲେଅନାବୃତ୍ତ ଜୀବର ମୁକ୍ତି ହୁଏ ବୋଲି ବିଚାର କରାଯାଏ

ಸಮಾನಾರ್ಥಕ : ଅନାବୃତ୍ତ, ଉନ୍ମୁକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

वापस न लौटाया हुआ।

उसने मेरे पड़ोसी के अनावृत्त धन लौटा दिए।
अनावृत्त जीव की ही मुक्ति मानी जाती है।
अनावृत्त

ಅರ್ಥ : ଯାହା ଢଙ୍କା ବା ଆବୃତ ନୁହେଁ

ಉದಾಹರಣೆ : ଖୋଲା ଜିନିଷକୁ ଢାଙ୍କି ରଖ

ಸಮಾನಾರ್ಥಕ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଆବରଣହୀନ


ಇತರ ಭಾಷೆಗಳಿಗೆ ಅನುವಾದ :

Not covered with clothing.

Her exposed breast.
exposed, uncovered

ಅರ್ಥ : ଯାହା ବନ୍ଧା ହୋଇନାହିଁ

ಉದಾಹರಣೆ : ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି

ಸಮಾನಾರ್ಥಕ : ଉନ୍ମୁକ୍ତ, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

Not restrained or tied down by bonds.

unbound

ಅರ್ಥ : ଯେଉଁଥିରେ ସ୍ୱୀକାର କରିବା ବା କିଛି କରିବାର ସମ୍ଭାବନା ଥାଏ

ಉದಾಹರಣೆ : ପ୍ରଶ୍ନପାଇଁ ଏହି ବିଷୟ ଉନ୍ମୁକ୍ତ ରହିଛି

ಸಮಾನಾರ್ಥಕ : ଉନ୍ମୁକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

* जिसमें स्वीकार करने या कुछ करने देने की संभावना हो।

प्रश्न के लिए यह विषय खुला है।
खुला

Possibly accepting or permitting.

A passage capable of misinterpretation.
Open to interpretation.
An issue open to question.
The time is fixed by the director and players and therefore subject to much variation.
capable, open, subject

ಅರ್ಥ : ଯାହା ଗୁପ୍ତ ନୁହେଁ

ಉದಾಹರಣೆ : ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି

ಸಮಾನಾರ್ಥಕ : ଅଗୁପ୍ତ, ଅନିଭୃତ


ಇತರ ಭಾಷೆಗಳಿಗೆ ಅನುವಾದ :

जो गुप्त या छिपा न हो।

यह अगुप्त बात है, इसे आप भी जान सकते हैं।
अगुप्त, अनिभृत, खुला

Not concealed or hidden.

Her unconcealed hostility poisoned the atmosphere.
Watched with unconcealed curiosity.
unconcealed

ಅರ್ಥ : ଯାହା ବନ୍ଦ ନ ହୋଇଛି

ಉದಾಹರಣೆ : କୁକୁର ଖୋଲା ଦୁଆର ବାଟେ ଭିତରକୁ ଆସିଲା

ಸಮಾನಾರ್ಥಕ : ଅନାବୃତ, ଉନ୍ମୁକ୍ତ


ಇತರ ಭಾಷೆಗಳಿಗೆ ಅನುವಾದ :

जो बंद न हो या जिसे खोला गया हो।

कुत्ता खुले दरवाजे से अंदर आया।
उघरारा, उघाड़ा, उघारा, खुला