ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଆଙ୍ଗୁଠିରେ ଛୁଇଁ ଉପଲବ୍ଧି କରୁଥିବା ପ୍ରକ୍ରିୟା
ಉದಾಹರಣೆ : ଚକୋଲେଟ୍ ପାଇବା ଲାଳସାରେ ପିଲାଙ୍କର ପକେଟ୍ ଦରାଣ୍ଡିବା ଉଚିତ
ಸಮಾನಾರ್ಥಕ : ଅଣ୍ଡାଳିବା, ଦରାଣ୍ଡିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
उँगलियों से छूकर मालूम करने की क्रिया।
ಅರ್ಥ : ଲୁଚା ହୋଇଥିବା କିମ୍ବା ହଜିଥିବା ଜିନିଷକୁ ଖୋଜିବାର କ୍ରିୟା ବା ଭାବ
ಉದಾಹರಣೆ : ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ಸಮಾನಾರ್ಥಕ : ତଲାସିବା, ପତା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
छिपे या खोए हुए को खोजने या ढूँढ़ने की क्रिया या भाव।
The activity of looking thoroughly in order to find something or someone.
ಅರ್ಥ : ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ಉದಾಹರಣೆ : ପୋଲିସ ହତ୍ୟାକାରୀକୁ ଖୋଜୁଛି ସବୁ ଦୋକାନଗୁଡ଼ିକୁ ଖୋଜିଲାପରେ ବି ହେଙ୍ଗୁକେଉଁଠି ମିଳିଲା ନାହିଁ
ಸಮಾನಾರ್ಥಕ : ପତା ଲଗାଇବା
यह देखना कि कोई व्यक्ति, वस्तु, स्थान आदि कहाँ है।
Try to locate or discover, or try to establish the existence of.
ಅರ್ಥ : ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
ಉದಾಹರಣೆ : ଶ୍ୟାମ ତା ବାପାଙ୍କ ପକେଟ୍ ଅଣ୍ଡାଳୁଛି
मालूम करने के लिए उँगलियों से छूना या दबाना।
Feel searchingly.
ಸ್ಥಾಪನೆ