ಅರ್ಥ : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ಉದಾಹರಣೆ :
ପିଲାମାନେ ପାଣିରେ ଖେଳୁଛନ୍ତି
ಸಮಾನಾರ್ಥಕ : ଆମୋଦପ୍ରମୋଦ, କେଳି, କୌତୁକ, କ୍ରୀଡା, ବିନୋଦ, ବିହାର
ಇತರ ಭಾಷೆಗಳಿಗೆ ಅನುವಾದ :
Activities that are enjoyable or amusing.
I do it for the fun of it.ಅರ್ಥ : ମନୋରଞ୍ଜନ ନିମନ୍ତେ ବ୍ୟବହୃତ ବସ୍ତୁ,କାମ ଆଦି ଯେଉଁଥିରେ ଖେଳା ଯାଏ
ಉದಾಹರಣೆ :
ମୋ କଂପ୍ୟୁଟରରେ କେତେ ପ୍ରକାର ଖେଳ ଅପଲୋଡ ହୋଇଛି
ಸಮಾನಾರ್ಥಕ : ଗେମ୍
ಇತರ ಭಾಷೆಗಳಿಗೆ ಅನುವಾದ :
An amusement or pastime.
They played word games.ಅರ್ಥ : ଖେଳର ପ୍ରଦର୍ଶନ
ಉದಾಹರಣೆ :
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି
ಸಮಾನಾರ್ಥಕ : ଖେଳ ପ୍ରଦର୍ଶନ
ಇತರ ಭಾಷೆಗಳಿಗೆ ಅನುವಾದ :
खेल का प्रदर्शन।
सर्कस के बाहर सूचना पट्ट पर लिखा था कि खेल का समय बदल दिया गया है।A difficult or unusual or dangerous feat. Usually done to gain attention.
stuntಅರ್ಥ : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
ಉದಾಹರಣೆ :
ଖେଳରେ ହାରିବା ଜିତିବା ଲାଗିରହିଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
An amusement or pastime.
They played word games.ಅರ್ಥ : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
ಉದಾಹರಣೆ :
ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
ಸಮಾನಾರ್ಥಕ : ଏଥ୍ଲେଟିକ୍ସ, ଖେଳକୁଦ
ಇತರ ಭಾಷೆಗಳಿಗೆ ಅನುವಾದ :