ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାଠ ଜିନିଷ କଷିବାପାଇଁ ତା ଦେହରେ ବାଡ଼ିଆ ଯାଉଥିବା କାଠରେ ତିଆରି ଖିଲ
ಉದಾಹರಣೆ : ମଜୁରିଆ କୋଦାଳ ବେଣ୍ଟ କଷିବାପାଇଁ ଖିଲ ବାଡଉଛି
ಸಮಾನಾರ್ಥಕ : କିଳା, କୀଳ, କୀଳକ, ଗୋଜ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
लकड़ी आदि का वह टुकड़ा जो काठ की चीजों को कसने के लिए उनमें ठोंक देते हैं।
A block of wood used to prevent the sliding or rolling of a heavy object.
ಅರ್ಥ : ଛାତକୁ ସାହାରା ଦେଉଥିବା ମୋଟା ଖମ୍ବ
ಉದಾಹರಣೆ : ଖମ୍ବ ମଜଭୁତ ହେବା ଆବଶ୍ୟକ
ಸಮಾನಾರ್ಥಕ : କଲମ, ଖୁମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
छत को सहारा देने वाला मोटा खंभा।
ಅರ್ಥ : କାଠ ଚିରିବା ସମୟରେ କାଠରେ ଯେଉଁ ଖିଲ ଦିଆଯାଏ
ಉದಾಹರಣೆ : କିଳା ବାଡ଼େଇ ଦେଲେ କାଠ ଚିରିବା ସହଜ ହୋଇଥାଏ
वह पच्चड़ जिसको बढ़ई लकड़ी चीरते समय काठ में ठोंक देते हैं।
ಸ್ಥಾಪನೆ