ಅರ್ಥ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
ಉದಾಹರಣೆ :
ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
ಸಮಾನಾರ್ಥಕ : ପାକ୍, ବ୍ୟଞ୍ଜନ, ରୋଷେଇ
ಇತರ ಭಾಷೆಗಳಿಗೆ ಅನುವಾದ :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।ಅರ್ಥ : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ
ಉದಾಹರಣೆ :
ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
चावल, रोटी आदि के साथ खाये जाने वाले पदार्थ।
त्योहारों में तरह-तरह के व्यंजन बनाए जाते हैं।ಅರ್ಥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
ಉದಾಹರಣೆ :
ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
ಸಮಾನಾರ್ಥಕ : ଅନ୍ନ, ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
ಇತರ ಭಾಷೆಗಳಿಗೆ ಅನುವಾದ :
खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।
गाँव की अपेक्षा शहरों में खाद्य वस्तुएँ बहुत महँगी हैं।ಅರ್ಥ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର
ಉದಾಹರಣೆ :
ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ
ಇತರ ಭಾಷೆಗಳಿಗೆ ಅನುವಾದ :