ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ
ಉದಾಹರಣೆ : ଶେୟାର ମୂଲ୍ୟରେ କ୍ରମାଗତ ଅବନତିର କାରଣ ଖୋଜାଯାଉଛି
ಸಮಾನಾರ್ಥಕ : ଅବନତି, କମିଯିବା, ନିମ୍ନଗତି, ନିମ୍ନତା, ପତନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
गिरने या घटने की क्रिया या भाव।
A change downward.
ಅರ್ಥ : ଉପରୁ ତଳ ଆଡ଼କୁ ଆସିବା କ୍ରିୟା
ಉದಾಹರಣೆ : ପାହାଡ଼ରୁ ଅବରୋହଣ କଲା ସମୟରେ ସାବଧାନ ରହିବା ଆବଶ୍ୟକ
ಸಮಾನಾರ್ಥಕ : ଅବରୋହଣ, ଉତ୍ତରଣ, ଓହ୍ଲା
ऊपर से नीचे की ओर आने की क्रिया।
The act of changing your location in a downward direction.
ಅರ್ಥ : କୌଣସି ଜିନିଷର ଛୋଟ ଛୋଟ ଅଙ୍ଗ ବା ଅଂଶଗୁଡ଼ିକୁ ତୁଟି ବା ଭାଙ୍ଗି ଖସିବା
ಉದಾಹರಣೆ : ତା’ର ବାଳ ବହୁତ ଝଡ଼ୁଛି
ಸಮಾನಾರ್ಥಕ : ଛିଡ଼ିବା, ଝଡ଼ିବା
किसी चीज़ के छोटे-छोटे अंगों या अंशों का कट या टूटकर गिरना।
Come off.
ಸ್ಥಾಪನೆ