ಅರ್ಥ : କାମରେ ଆସିବା ବା ଲାଗିବା
ಉದಾಹರಣೆ :
ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
ಸಮಾನಾರ್ಥಕ : ଦରକାର ହେବା, ବ୍ୟବହାର ହେବା, ଲାଗିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
ಉದಾಹರಣೆ :
ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
ಸಮಾನಾರ್ಥಕ : ଖର୍ଚ୍ଚହୋଇଯିବା, ବ୍ୟୟହେବା
ಇತರ ಭಾಷೆಗಳಿಗೆ ಅನುವಾದ :