ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ಉದಾಹರಣೆ : ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ಸಮಾನಾರ್ಥಕ : ଭଣ୍ଡାର, ସମୁଦ୍ର, ସାଗର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी विषय के ज्ञान या गुण आदि का बहुत बड़ा आगार।
An abundant source.
ಅರ್ಥ : ଯେଉଁ ସ୍ଥାନରୁ କଞ୍ଚା ଧାତୁ ଖୋଳି ବାହାର କରାଯାଏ
ಉದಾಹರಣೆ : କୋଇଲା ଖଣିରେ ପାଣି ପଶିଯିବାରୁ ଶହେ ଲୋକ ମରିଗଲେ
ಸಮಾನಾರ್ಥಕ : ଖାଦାନ
वह स्थान जहाँ से धातुओं के अयस्क आदि खोदकर निकाले जाते हैं।
Excavation in the earth from which ores and minerals are extracted.
ಸ್ಥಾಪನೆ