ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ଖଟାଳିଆ ଜିନିଷ
ಉದಾಹರಣೆ : ଆମ୍ବ, ତେନ୍ତୁଳି, ଲେମ୍ବୁ ଆଦିରେ ଖଟା ତିଆରି ହୁଏ
ಸಮಾನಾರ್ಥಕ : ଆମ୍ବିଳ, ଖଟେଇ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कोई खट्टी चीज़।
ಅರ್ಥ : କଞ୍ଚା ଆମ୍ବ, ତେନ୍ତୁଳିଆଦିର ସ୍ୱାଦ
ಉದಾಹರಣೆ : ଖଟା ଫଳଗୁଡ଼ିକରେ ଭିଟାମିନ ସି’ର ମାତ୍ରା ଅଧିକ
ಸಮಾನಾರ್ಥಕ : ଅମ୍ଳୀୟ, ଆମ୍ବିଳିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कच्चे आम, इमली, आदि के स्वाद का।
One of the four basic taste sensations. Like the taste of vinegar or lemons.
ಅರ್ಥ : ଅତ୍ୟଧିକ ଖଟା
ಉದಾಹರಣೆ : ଖଟାଳିଆ ଫଳ ଖାଇବା ପରେ ମୋ ଦାନ୍ତ ଦରଜ ହୋଇଗଲା
ಸಮಾನಾರ್ಥಕ : ଖଟାଳିଆ
अत्यधिक खट्टा।
Having a sharp biting taste.
ಸ್ಥಾಪನೆ