ಅರ್ಥ : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
ಉದಾಹರಣೆ :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
ಸಮಾನಾರ್ಥಕ : ବେଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଞ୍ଚ ଉପରେ ବସାଯାଉଥିବା ଧାତୁ ଆଦିର ବଡ଼ ଗୋଲ ପାତ୍ର
ಉದಾಹರಣೆ :
କୃଷକମାନେ ଗୁଡ଼ ତିଆରିପାଇଁ ଆଖୁରସକୁ କଡ଼ାରେ ପକଉଛନ୍ତି
ಸಮಾನಾರ್ಥಕ : ବଡ଼କରେଇ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଚିକଣିଆ ନାହିଁ
ಉದಾಹರಣೆ :
ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ପ୍ରକୃତି କୋମଳ ନୁହେଁ
ಉದಾಹರಣೆ :
ଆମ ବାପା ବହୁତ କଡ଼ା ପ୍ରକୃତିର
ಇತರ ಭಾಷೆಗಳಿಗೆ ಅನುವಾದ :