ಅರ್ಥ : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍ ହେବା
ಉದಾಹರಣೆ :
ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି
ಸಮಾನಾರ್ಥಕ : କମି ଯିବା, କମ୍ ହେବା, ହ୍ରାସ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु के गुणों, तत्वों आदि में कमी होना।
इन शेयरों के दाम लगातार कम हो रहे हैं।ಅರ್ಥ : ଶରୀର କ୍ଷୀଣ ହେବା
ಉದಾಹರಣೆ :
ସେ ଧିରେଧିରେ ଦୁର୍ବଳ ହେଉଛି
ಸಮಾನಾರ್ಥಕ : ଦୁର୍ବଳ ହେବା, ଶୁଖି ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
शरीर का क्षीण होना।
वह धीरे-धीरे दुबला रहा है।