ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବହୁତ ଦୁର୍ବଳ ବା ପତଳା ଓ କମଜୋର
ಉದಾಹರಣೆ : ସେ କ୍ଷୀଣ ତଟୁ ଘୋଡ଼ା ଉପରେ ଚଢ଼ିଛି
ಸಮಾನಾರ್ಥಕ : ଦୁର୍ବଳ୍
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
बहुत दुर्बल या दुबला और कमज़ोर।
ಅರ್ಥ : କ୍ଷୀଣକାୟ ଶରୀର
ಉದಾಹರಣೆ : ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ಸಮಾನಾರ್ಥಕ : ଦୁର୍ବଳ, ପତଳା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
शरीर से क्षीण।
Lacking excess flesh.
ಅರ್ಥ : ଯାହାର ଗୋଲେଇ ବା ବ୍ୟାସ କମ୍
ಉದಾಹರಣೆ : ଏହି ଲୁଗା ଅତି ପତଳା
ಸಮಾನಾರ್ಥಕ : ପତଳା, ଶୀର୍ଣ୍ଣ, ସୂକ୍ଷ୍ମ
जिसकी मोटाई या व्यास कम हो।
Thin in thickness or diameter.
ಅರ್ಥ : ଯାହା ସ୍ପଷ୍ଟ ଭାବରେ କୁହାଯାଇନାହିଁ
ಉದಾಹರಣೆ : ଯୁଝିଷ୍ଟିରଙ୍କ ଅସ୍ପଷ୍ଟ ବାକ୍ୟ ଗୁରୁ ଦ୍ରୋଣଙ୍କପାଇଁ ପ୍ରାଣ ଘାତକ ସିଦ୍ଧ ହେଲା
ಸಮಾನಾರ್ಥಕ : ଅବୁଝା, ଅସ୍ପଷ୍ଟ
जो स्पष्ट न कहा गया हो।
ಸ್ಥಾಪನೆ