ಅರ್ಥ : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ಉದಾಹರಣೆ :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
ಸಮಾನಾರ್ಥಕ : ଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The power or right to give orders or make decisions.
He has the authority to issue warrants.ಅರ್ಥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ಉದಾಹರಣೆ :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ಸಮಾನಾರ್ಥಕ : ଆଧିପତ୍ୟ, ପ୍ରଭୁତ୍ୱ, ଶାସନ, ସତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :
The power or right to give orders or make decisions.
He has the authority to issue warrants.ಅರ್ಥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ಉದಾಹರಣೆ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ಸಮಾನಾರ್ಥಕ : ଉପଯୁକ୍ତତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.ಅರ್ಥ : କିଛି ଧାରଣ କରିବାର ଯୋଗ୍ୟତା ବା ଶକ୍ତି
ಉದಾಹರಣೆ :
ଏହି ସିନେମା ଘରର ଧାରଣ କ୍ଷମତା ପାଞ୍ଚଶହ
ಸಮಾನಾರ್ಥಕ : ଧାରଣ କ୍ଷମତା
ಇತರ ಭಾಷೆಗಳಿಗೆ ಅನುವಾದ :
The quality of being capable -- physically or intellectually or legally.
He worked to the limits of his capability.