ಅರ್ಥ : ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ
ಉದಾಹರಣೆ :
ଦୁଃଖ ବେଳେ ଭଗବାନ ମନେ ପଡନ୍ତି ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ಸಮಾನಾರ್ಥಕ : ଅସୁଖ, କଷ୍ଟ, ଦୁଃଖ, ଦୁର୍ଦଶା, ଶୋକ
ಇತರ ಭಾಷೆಗಳಿಗೆ ಅನುವಾದ :
मन की वह अप्रिय और कष्ट देने वाली अवस्था या बात जिससे छुटकारा पाने की स्वाभाविक प्रवृत्ति होती है।
दुख में ही प्रभु की याद आती है।