ಅರ್ಥ : ଯେଉଁ କ୍ରମ, ବ୍ୟବସ୍ଥା ବା ସମୟରେ ଉପସ୍ଥିତ ବ୍ୟକ୍ତି କୌଣସି କାମ ଏକାଥରକେ ଭାଗଭାଗ ହୋଇ ସମ୍ପାଦିତ କରେ
ಉದಾಹರಣೆ :
ମଦର ପ୍ରଥମ ସୋପାନ ଶେଷ ହେବାମାତ୍ରେ ହିଁ ସେ ଉଠିଗଲା କବି ସମ୍ମିଳନୀର ଏହା ତୃତୀୟ ସୋପାନ ଚାଲୁଛି
ಸಮಾನಾರ್ಥಕ : ସୋପାନ
ಇತರ ಭಾಷೆಗಳಿಗೆ ಅನುವಾದ :
वह क्रम, व्यवस्था अथवा समय जिसमें उपस्थित व्यक्ति कोई काम एक बार बारी-बारी से संपादित करे।
शराब का पहला दौर खत्म होते ही वह उठ गया।ಅರ್ಥ : ଭିନ୍ନ ଭିନ୍ନ ପଦାର୍ଥକୁ ସେମାନଙ୍କ ସାଧାରଣ ଧର୍ମ ଅନୁସାରେ ଗୋଟିଏ ସୋପାନକୁ ଆଣିବା କ୍ରିୟା
ಉದಾಹರಣೆ :
ଜିନିଷ ଗୁଡ଼ିକର ସଜ୍ଜୀକରଣରୁ ସେମାନଙ୍କ ସଂପର୍କରେ ତଥ୍ୟ ପାଇବା ସରଳ ହୋଇଯାଏ
ಸಮಾನಾರ್ಥಕ : ଅନ୍ୱୟ, ପରସ୍ପର ସମ୍ପର୍କ, ସଜ୍ଜୀକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
भिन्न-भिन्न पदार्थों को साधर्म्य के अनुसार एक कोटि में लाने की क्रिया।
वस्तुओं के अन्वय से उसके बारे में जानकारी प्राप्त करना सरल हो जाता है।ಅರ್ಥ : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
ಸಮಾನಾರ್ಥಕ : ଅନୁକ୍ରମ, ଅନୁକ୍ରମଣିକା, ଶୃଙ୍ଖଳା
ಇತರ ಭಾಷೆಗಳಿಗೆ ಅನುವಾದ :
A following of one thing after another in time.
The doctor saw a sequence of patients.