ಅರ್ಥ : କୋଟିଏ ଟଙ୍କାର ମାଲିକ
ಉದಾಹರಣೆ :
ଆଧୁନିକ ଯୁଗରେ କୋଟିପତିମାନଙ୍କର ଅଭାବ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ପାଖରେ ବହୁତ ଧନ ଅଛି
ಉದಾಹರಣೆ :
ଦିନକେଇଟାରେ ଆମ ସହରର କୋଟିପତି ଜଣକ ଭିକାରୀ ବନିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାପାଖରେ ଅତି କମ୍ରେ କୋଟିଏ ଟଙ୍କା ଅଛି
ಉದಾಹರಣೆ :
ଶ୍ୟାମ କୋଟିପତି ହେବା ଲକ୍ଷରେ କୁଖ୍ୟାତ ଅପରାଧୀ ହୋଇଗଲା ଏହି ସଂସ୍ଥାର ସଂଚାଳନ ନିମନ୍ତେ କେତେଜଣ କୋଟିପତି ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
जिसके पास कम से कम एक करोड़ रुपया हो।
श्याम करोड़पति बनने के चक्कर में कुख्यात अपराधी बन गया।