ಅರ್ಥ : ମେରୁଦଣ୍ଡୀ ପ୍ରାଣୀଙ୍କର ତନ୍ତ୍ରିକା ତନ୍ତ୍ରର ଯେଉଁ ଭାଗରେ ମସ୍ତିଷ୍କ ଏବଂ ମେରୁ ରଜ୍ଜୁ ଆସେ
ಉದಾಹರಣೆ :
କେନ୍ଦ୍ରୀୟ ତନ୍ତ୍ରିକା ତନ୍ତ୍ରରେ ବିକାର ହେଲେ ପାର୍କିନ୍ସନ ରୋଗ ହୁଏ
ಸಮಾನಾರ್ಥಕ : କେନ୍ଦ୍ରୀୟ ତନ୍ତ୍ରିକା ତନ୍ତ୍ର, କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
कशेरुकी जंतुओं के तंत्रिकातंत्र का वह भाग जिसमें मस्तिष्क और मेरुरज्जु आते हैं।
केंद्रीय तंत्रिकातंत्र में विकार होने से पार्किन्सन रोग होता है।The portion of the vertebrate nervous system consisting of the brain and spinal cord.
central nervous system, cns, systema nervosum centrale