ಅರ್ಥ : ନିତିଦିନ ବା ସବୁବେଳେ ହୋଇଚାଲିଥିବା କଳି ବା ଝଗଡ଼ା
ಉದಾಹರಣೆ :
ପତ୍ନୀଙ୍କ ଖିଚ୍ଖିଚ୍ରେ ବ୍ୟାକୁଳ ହୋଇ ସେ ଘର ଛାଡ଼ି ଚାଲିଗଲେ
ಸಮಾನಾರ್ಥಕ : କେଟରେକେଟରେ, ଖିଚ୍ଖିଚ୍
ಇತರ ಭಾಷೆಗಳಿಗೆ ಅನುವಾದ :
नित्य या बराबर होती रहनेवाली कहा-सुनी या झगड़ा।
पत्नी की किचकिच से परेशान होकर वह घर छोड़कर चला गया।ಅರ್ಥ : ବେଙ୍ଗର ରଡ଼ି ବା ବେଙ୍ଗ କରୁଥିବା ଶବ୍ଦ
ಉದಾಹರಣೆ :
ପୋଖରୀ କୂଳରେ ବେଙ୍ଗଗୁଡ଼ିକ କେଁ କଟର କରୁଛନ୍ତି
ಸಮಾನಾರ್ಥಕ : କେଁ କଟର ରଡ଼ି, କେଁ କଟର ଶବ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :