ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ କୂଅରେ ରହୁଥିବା ବେଙ୍ଗ ଭଳି ବହୁତ ଛୋଟ କ୍ଷେତ୍ରରେ ରହେ ଏବଂ ଯାହାର ବାହାର ଜଗତ ସମ୍ପର୍କରେ କିଛି ବି ଜ୍ଞାନ ନ ଥାଏ
ಉದಾಹರಣೆ : କୂପମଣ୍ଡୁକର ବ୍ୟକ୍ତିତ୍ୱରେ ପୂର୍ଣ୍ଣ ବିକାଶ ହୋଇପାରେ ନାହିଁ
ಸಮಾನಾರ್ಥಕ : କୂପମଣ୍ଡୁକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह जो कुएँ में रहने वाले मेंढक की तरह बहुत ही छोटे क्षेत्र में रहता हो और बाहरी जगत का कुछ भी ज्ञान न रखता हो।
ಅರ್ಥ : କୁଅରେ ରହୁଥିବା ବେଙ୍ଗ
ಉದಾಹರಣೆ : ବର୍ଷାଦିନେ କୂଅର ଜଳସ୍ତର ଉପରକୁ ଆସିଯିବାରୁ କୂଅବେଙ୍ଗ ବାହାରକୁ ଚାଲିଆସେ
ಸಮಾನಾರ್ಥಕ : କୂଅବେଙ୍ଗ, କୂପମଣ୍ଡୁକ
कुएँ में रहनेवाला मेढक।
ಸ್ಥಾಪನೆ