ಅರ್ಥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ಉದಾಹರಣೆ :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ಸಮಾನಾರ್ಥಕ : ଉପାଧି, ବଂଶନାମ, ସଂଜ୍ଞା, ସାଙ୍ଗିଆ
ಇತರ ಭಾಷೆಗಳಿಗೆ ಅನುವಾದ :
The name used to identify the members of a family (as distinguished from each member's given name).
cognomen, family name, last name, surname