ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୁଳ ବା ବଂଶ ଉଦ୍ଧାର କରୁଥିବା ବା ପବିତ୍ର କରୁଥିବା ବ୍ୟକ୍ତି
ಉದಾಹರಣೆ : କୁଳତାରଣର ପ୍ରତୀକ୍ଷାରେ ବୁଢ଼ୀର ଆଖି ଜଳକା ହୋଇଗଲାଣି
ಸಮಾನಾರ್ಥಕ : କୁଳଉଦ୍ଧାରକ, କୁଳରକ୍ଷକ, କୁଳାଙ୍କୁର, ବଂଶରକ୍ଷକ, ବଅଂଶରକ୍ଷକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कुल या वंश को तारने वाला या पवित्र करने वाला व्यक्ति।
ಅರ್ಥ : କୁଳ ବା ବଂଶକୁ ଉଧାର ବା ପବିତ୍ର କରିବା ଲୋକ
ಉದಾಹರಣೆ : ଭଗୀରଥଙ୍କ ଭଳି କୁଳତାରଣ ସନ୍ତାନ ନିଜ ପୂର୍ବଜମାନଙ୍କୁ ଉଧାର କରିବାପାଇଁ କଠିନ ତପସ୍ୟା କରିଥିଲେ
ಸಮಾನಾರ್ಥಕ : କୁଳ-ତାରଣ
कुल या वंश को तारने वाला या पवित्र करने वाला।
ಸ್ಥಾಪನೆ