ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବନ୍ଧୁକ ପଛଭାଗର ଚଉଡ଼ା ଅଂଶ
ಉದಾಹರಣೆ : ସିପାହୀ ଚୋରକୁ କୁନ୍ଦାରେ ପିଟିପିଟି ଘାଇଲା କରିଦେଲା
ಸಮಾನಾರ್ಥಕ : କୁଂଦା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बंदूक का पिछला चौड़ा भाग।
The handle of a handgun or the butt end of a rifle or shotgun or part of the support of a machine gun or artillery gun.
ಅರ್ಥ : ଦ୍ୱାରର ଚୌକାଠ ବା ବନ୍ଧରେ ଲାଗିଥିବା ଗୋଲାକାର ବସ୍ତୁ ଯେଉଁଥିରେ ଶିକୁଳି ଲଗାଯାଏ
ಉದಾಹರಣೆ : କବାଟ ବନ୍ଦ କରିବାପାଇଁ ସୀତା ଶିକୁଳିକୁ କୁନ୍ଦାରେ ଲଗେଇଦେଲା
ಸಮಾನಾರ್ಥಕ : କୁହୁଣ୍ଡା, ସୋରିଷିଆ, ହୁକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
दरवाजे की चौखट या पल्ले में लगी हुई वह गोलनुमा वस्तु जिसमें साँकल अटकाई जाती है।
ಸ್ಥಾಪನೆ