ಅರ್ಥ : ମଳତ୍ୟାଗ କରିବାପାଇଁ ପେଟର ବାୟୁକୁ ତଳକୁ ଚାପିବା
ಉದಾಹರಣೆ :
କୋଷ୍ଟକାଷ୍ଠିନ୍ୟ ରୋଗୀ ଅଧିକ କୁନ୍ଥାନ୍ତି
ಸಮಾನಾರ್ಥಕ : କୁନ୍ଥନ କରିବା, କୁନ୍ଥାଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଷ୍ଟହେତୁ ମୁହଁରୁ ବ୍ୟଥାପୂର୍ଣ୍ଣ ଶବ୍ଦ ବାହାରିବା
ಉದಾಹರಣೆ :
ସେ ଖଟରେ ପଡ଼ିରହି କୁନ୍ଥାଉଥିଲା
ಸಮಾನಾರ್ಥಕ : ଆହା ଉହୁ କରିବା, ଉହୁ ଆହା କରିବା, କୁନ୍ଥେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
कष्ट आदि में मुँह से व्यथासूचक शब्द निकलना या निकालना।
वह खाट पर पड़े-पड़े कराह रहा था।