ಅರ್ಥ : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
ಉದಾಹರಣೆ :
ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
ಸಮಾನಾರ್ಥಕ : ଆରୋପକାରୀ, ନିନ୍ଦାକାରୀ, ନିନ୍ଦୁକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଦନାମ କରୁଥିବା
ಉದಾಹರಣೆ :
ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
ಸಮಾನಾರ್ಥಕ : ଅପବାଦକାରୀ, ନିନ୍ଦାକାରୀ, ନିନ୍ଦୁକ
ಇತರ ಭಾಷೆಗಳಿಗೆ ಅನುವಾದ :