ಅರ್ಥ : ଶରୀର ଘନ ଅନ୍ଧାର ରାତି ଭଳି କଳା ଓ ମୁକୁଳା କେଶକୁ ନେଇ ସ୍ୱରୂପ ଧାରଣ କରୁଥିବା ମାଆ ଦୁର୍ଗାଙ୍କ ଏକ ରୂପ
ಉದಾಹರಣೆ :
କାଳରାତ୍ରୀ ପୂଜା ବିଧାନ ନବରାତ୍ରିର ସପ୍ତମ ଦିବସରେ କରାଯାଇଥାଏ
ಸಮಾನಾರ್ಥಕ : କଙ୍କାଳିନୀ, କାଳିକା, କାଳୀ, ଖର୍ପରଧାରିଣୀ, ମହାରୌଦ୍ରୀ, ମୁକ୍ତକେଶୀ, ମୁଣ୍ଡମାଳିନୀ, ରେବତୀ, ଶ୍ୟାମା
ಇತರ ಭಾಷೆಗಳಿಗೆ ಅನುವಾದ :
The ultimate manifestation of Shakti, and the mother of all living beings. A fierce form of Goddess Durga.
kaliಅರ್ಥ : ପ୍ରଳୟ ରାତ୍ରୀ
ಉದಾಹರಣೆ :
ଧର୍ମଗ୍ରନ୍ଥ ଅନୁସାରେ ସଂସାରର ପ୍ରଳୟ କାଳରାତ୍ରୀରେ ହେବ
ಸಮಾನಾರ್ಥಕ : କାଳ - ରାତ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :
प्रलय की रात, जिसमें सारी सृष्टि नष्ट हो जाती है और जिसे ब्रह्मा की रात्रि भी कहते हैं।
धर्म ग्रन्थों के अनुसार कालरात्रि में सृष्टि की समाप्ति हो जायेगी।