ಅರ್ಥ : କରିବା ବା ହେବାପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ସେ ତା କାର୍ଯ୍ୟାଳୟରେ ଗୋଳମାଳ କଲା ସେ ତା କାର୍ଯ୍ୟାଳୟରେ ହୋଇଥିବା ଗୋଳମାଳର କାରଣ
ಸಮಾನಾರ್ಥಕ : କରିବା, ନିମିତ୍ତ ହେବା, ହେତୁ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାମ, ଘଟଣା ଆଦି ଘଟିବା,କରିବା,ହେବା ଆଦିର କାରଣ ହେବା
ಉದಾಹರಣೆ :
ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଆପଣଙ୍କ ଅନୁତ୍ତୀର୍ଣ୍ଣ ହେବାର କାରଣ
ಸಮಾನಾರ್ಥಕ : ନିମିତ୍ତହେବା, ହେତୁହେବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी काम, घटना आदि के घटने, करने, होने आदि का कारण होना।
अत्यधिक आत्मविश्वास ही आपके अनुत्तीर्ण होने का कारण है।