ಅರ್ಥ : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ
ಉದಾಹರಣೆ :
ମୋହନ ଏହି କାରଖାନାରେ କାମ କରେ
ಸಮಾನಾರ್ಥಕ : ଫ୍ୟାକ୍ଟରୀ, ଯନ୍ତ୍ରଶାଳା
ಇತರ ಭಾಷೆಗಳಿಗೆ ಅನುವಾದ :
Workshop where metal is cut and shaped etc., by machine tools.
machine shopಅರ್ಥ : ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
ಉದಾಹರಣೆ :
ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Buildings for carrying on industrial labor.
They built a large plant to manufacture automobiles.