ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଭୀରୁ ବା ଡରକୁଳା ବ୍ୟକ୍ତି
ಉದಾಹರಣೆ : ଭୀରୁ ବ୍ୟକ୍ତି ଜୀବନରେ ବାରମ୍ବାର ମରେ ଯେତେବେଳେ ବୀରପୁରୁଷ କେବଳ ଥରୁଟିଏ ମରେ
ಸಮಾನಾರ್ಥಕ : ଡରୁଆ, ଭୀରୁ, ଭୟାଳୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
कायर या डरपोक व्यक्ति।
People who are fearful and cautious.
ಅರ್ಥ : ଯାହାର ମନରେ ଡର ଅଛି ବା ଯେ କୌଣସି କାମଆଦି କରିବାକୁ ଡରେ
ಉದಾಹರಣೆ : ଭୀରୁ ପୁରୁଷ ଜୀବନରେ ବାରମ୍ବାର ମରେ
ಸಮಾನಾರ್ಥಕ : ଅସାହସିକ, ଡରୁଆ, ଭୀରୁ, ସାହସହୀନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसके मन में डर हो या जो कोई काम आदि करने से डरता हो।
ಸ್ಥಾಪನೆ