ಅರ್ಥ : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
ಉದಾಹರಣೆ :
ବସନ୍ତର ଶୋଭା ଚାରିଆଡେ ଦିଶୁଛି
ಸಮಾನಾರ್ಥಕ : ଶୋଭା, ସୌନ୍ଦର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Pleasantness resulting from agreeable conditions.
A well trained staff saw to the agreeableness of our accommodations.ಅರ್ಥ : ଏକ ପ୍ରକାରର ପ୍ରକାଶ
ಉದಾಹರಣೆ :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
ಸಮಾನಾರ್ಥಕ : ଆଭା, ଉଜ୍ଜଳତା, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
ಇತರ ಭಾಷೆಗಳಿಗೆ ಅನುವಾದ :
एक तरह का प्रकाश।
उसके चेहरे की चमक स्पष्ट झलक रही थी।