ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଫୁଟି ନଥିବା ଫୁଲ
ಉದಾಹರಣೆ : କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା
ಸಮಾನಾರ್ಥಕ : ଅଫୁଟା ଫୁଲ, କଳି, କୋରକ, କଢ଼, କଢ଼ି, ମୁକୁଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बिना खिला हुआ फूल।
A partially opened flower.
ಅರ್ಥ : ଅକ୍ଷତ ଯୋନି କନ୍ୟା ବା ସେହିଭଳି କନ୍ୟା ଯାହାର ପୁରୁଷ ସହ ସମାଗମ ହୋଇନାହିଁ
ಉದಾಹರಣೆ : ବେଶ୍ୟାଳୟରେ କଢର ଚାହିଦା ଅଧିକ
ಸಮಾನಾರ್ಥಕ : କଢ
अक्षत योनि कन्या या स्त्री ऐसी कन्या जिसका पुरुष के साथ समागम न हुआ हो।
A person who has never had sex.
ಸ್ಥಾಪನೆ