ಅರ್ಥ : ଅଯଥା ଯୁକ୍ତିତର୍କ
ಉದಾಹರಣೆ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
ಸಮಾನಾರ್ಥಕ : କନ୍ଦଳ, ଝଗଡ଼ା, ତକରାଳ, ବିତଣ୍ଡା, ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥାରେ ହେଉଥିବା ବିବାଦ
ಉದಾಹರಣೆ :
ସେ କଳିର କାରଣ ଜାଣିବାକୁ ଚାହୁଁଛି
ಸಮಾನಾರ್ಥಕ : ଝଗଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।ಅರ್ಥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ಉದಾಹರಣೆ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ಸಮಾನಾರ್ಥಕ : ଉଚ୍ଚବାଚ, ଝଗଡ଼ା, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
ಇತರ ಭಾಷೆಗಳಿಗೆ ಅನುವಾದ :
Witty language used to convey insults or scorn.
He used sarcasm to upset his opponent.