ಅರ್ಥ : କାହା ଉପରେ ଲଗାଯାଇଥିବା ଦୋଷ
ಉದಾಹರಣೆ :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
ಸಮಾನಾರ್ಥಕ : ଅପବାଦ, ଅପଯଶ, କାଳିମା, ଦୋଷ, ଲାଞ୍ଛନ
ಇತರ ಭಾಷೆಗಳಿಗೆ ಅನುವಾದ :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementಅರ್ಥ : ଏପରି କଥା, ଶବ୍ଦ, ତତ୍ତ୍ୱଆଦି ଯାହା ବିଶେଷ ବା ସାମାନ୍ୟ ନିୟମର ବିରୋଧ
ಉದಾಹರಣೆ :
ଏ ନିୟମର କିଛି ଦୁର୍ନାମ ମଧ୍ୟ ଅଛି
ಸಮಾನಾರ್ಥಕ : ଅପବାଦ, ଦୁର୍ନାମ, ନିନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :
An instance that does not conform to a rule or generalization.
All her children were brilliant; the only exception was her last child.