ಅರ್ಥ : ସଙ୍ଗୀତାତ୍ମକ ଧ୍ୱନିର ସ୍ୱର ବିଶେଷତା
ಉದಾಹರಣೆ :
ରେକର୍ଡ଼ ମୂଳ ଗୀତର କଲରକୁ ଧରିପାରିନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
The timbre of a musical sound.
The recording fails to capture the true color of the original music.ಅರ್ಥ : ବେକ ଚାରି ପଟେ ରହୁଥିବା ପିନ୍ଧା ପୋଷାକର ଏକ ଅଂଶ
ಉದಾಹರಣೆ :
ପୋଲିସ ଦୌଡ଼ି ପଳାଉଥିବା ଚୋରର କଲର ପଛରୁ ଧରି ଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
An opening in a garment for the neck of the wearer. A part of the garment near the wearer's neck.
neck, neck openingಅರ್ಥ : (ଭୌତିକୀ) କ୍ୱାର୍କର ଯେଉଁ ଲକ୍ଷଣ ପାରସ୍ପରିକ ପ୍ରକ୍ରିୟାରେ ତାର ଭୂମିକା ନିର୍ଦ୍ଧାରଣ କରେ
ಉದಾಹರಣೆ :
କ୍ୱାର୍କର ପ୍ରତ୍ୟେକ ଝଲକ ତିନୋଟି କଲରରେ ଆସେ
ಇತರ ಭಾಷೆಗಳಿಗೆ ಅನುವಾದ :
* (भौतिकी) क्वार्क का लक्षण जो पारस्परिक क्रिया में उसकी भूमिका का निर्धारण करता है।
क्वार्क की प्रत्येक झलक तीन कलर में आती है।