ಅರ್ಥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କର୍କଟରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କର୍କଟରାଶିରେ ଥାଏ
ಉದಾಹರಣೆ :
କର୍କଟରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଅତ୍ୟନ୍ତ ଆନନ୍ଦଦାୟକ
ಸಮಾನಾರ್ಥಕ : କର୍କଟ
ಇತರ ಭಾಷೆಗಳಿಗೆ ಅನುವಾದ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कर्कराशि में हो।
कर्कराशिवालों के लिए यह वर्ष अत्यंत आनंददायक है।ಅರ್ಥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଚତୁର୍ଥରାଶି ଯେଉଁଥିରେ ପୁନର୍ବସୁର ଶେଷପାଦ, ପୁଷ୍ୟା ତଥା ଅଶ୍ଲେଷା ଅଛନ୍ତି
ಉದಾಹರಣೆ :
କର୍କଟ ରାଶିର ଚିହ୍ନ କଙ୍କଡ଼ା
ಸಮಾನಾರ್ಥಕ : କର୍କଟ
ಇತರ ಭಾಷೆಗಳಿಗೆ ಅನುವಾದ :
The fourth sign of the zodiac. The sun is in this sign from about June 21 to July 22.
cancer, cancer the crab, crab