ಅರ್ಥ : ବ୍ୟାକରଣର ଯେଉଁ କାରକଦ୍ୱାରା କର୍ତ୍ତା କୌଣସି କ୍ରିୟାକୁ ସିଦ୍ଧ କରେ
ಉದಾಹರಣೆ :
କରଣ କାରକର ବିଭକ୍ତି ହେଉଛି ରେ ମୁଁ କଲମରେ ଲେଖୁଛି-ଏଥିରେ କଲମ ହେଉଛି କରଣ
ಸಮಾನಾರ್ಥಕ : କରଣ କାରକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ହିନ୍ଦୁ ଜାତି ଯାହାର ସଦସ୍ୟ ବିଶେଷକରି ହିସାବ କିତାବ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି
ಉದಾಹರಣೆ :
ସେ ନିଜପୁଅର ବିବାହ କାୟସ୍ଥ ଜାତିରେ କରିଛି
ಸಮಾನಾರ್ಥಕ : କରଣ ଜାତି, କାୟସ୍ଥ, କାୟସ୍ଥ ଜାତି
ಇತರ ಭಾಷೆಗಳಿಗೆ ಅನುವಾದ :
एक हिंदू जाति जिसके सदस्य विशेषकर लिपिक का कार्य करते थे।
उसने अपने लड़के की शादी कायस्थ जाति में की है।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiಅರ್ಥ : ଗଣିତର ଯେଉଁ ସଂଖ୍ୟାଗୁଡ଼ିକର ସଂପୂର୍ଣ୍ଣ ବର୍ଗମୂଳ ବାହାରେ ନାହିଁ
ಉದಾಹರಣೆ :
ଗଣିତ ଶିକ୍ଷକ ପିଲାମାନଙ୍କୁ ପାଞ୍ଚଟି କରଣ କହିବାକୁ କହିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
गणित में वह संख्या जिसका पूरा-पूरा वर्गमूल न निकल सके।
गणित के शिक्षक ने बच्चों को पाँच करण बताने के लिए कहा।