ಅರ್ಥ : ଅଳ୍ପ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ಸಮಾನಾರ್ಥಕ : ଅତ୍ୟଳ୍ପ, ଅଭାବ, ଅଳ୍ପ
ಇತರ ಭಾಷೆಗಳಿಗೆ ಅನುವಾದ :
Lack of an adequate quantity or number.
The inadequacy of unemployment benefits.ಅರ್ಥ : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଖରାଦିନେ ପାଣି ଅଭାବ ହୁଏ
ಸಮಾನಾರ್ಥಕ : ଅଭାବ, ଅଲଭ୍ୟ, ଅସୁଲଭ, ଦୁର୍ଲ୍ଲଭ
ಇತರ ಭಾಷೆಗಳಿಗೆ ಅನುವಾದ :
The state of needing something that is absent or unavailable.
There is a serious lack of insight into the problem.ಅರ್ಥ : କାଟିକି କମ କରିବା କ୍ରିୟା ବା ଭାବ
ಉದಾಹರಣೆ :
ବିଜୁଳିର ଠିକ୍ ବ୍ୟବହାର କରିବାରୁ ଏଥର ବିଲ୍ କମ୍ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କମ୍ ଅଂଶ ସହିତ ସମ୍ବନ୍ଧିତ ବା କମ୍ ଅଂଶର
ಉದಾಹರಣೆ :
ଏହି କ୍ଷେତ୍ରର ନ୍ୟୁନାଂଶୀୟ ଭାଗ ବଢ଼ି ଘେରରେ ଅଛି
ಸಮಾನಾರ್ಥಕ : ଅଳ୍ପ, ଅଳ୍ପାଂଶୀୟ, କିଛି, ନ୍ୟୁନାଂଶୀୟ, ନ୍ୟୂନ
ಇತರ ಭಾಷೆಗಳಿಗೆ ಅನುವಾದ :
कम अंश से संबंधित या कम अंश का।
इस क्षेत्र का न्यूनांशीय भाग बाढ़ से घिर गया है।ಅರ್ಥ : ଯାହାର ଭାଉ ବା ଦାମ୍ କମିଯାଇଛି ବା ଖସିଯାଇଛି
ಉದಾಹರಣೆ :
ବଜାରକୁ ନୂଆନୂଆ ଉତ୍ପାଦିତ ଜିନିଷ ଆସିବା କାରଣରୁ ପ୍ରତ୍ୟେକ ବସ୍ତୁର ମୂଲ୍ୟ ମାନ୍ଦା ହୋଇଯାଇଛି କମ୍ ଦରରେ ଅଧିକ ଜିନିଷ ବିକ୍ରି ହୁଏ
ಸಮಾನಾರ್ಥಕ : ମାନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :