ಅರ್ಥ : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ
ಉದಾಹರಣೆ :
ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି
ಸಮಾನಾರ್ಥಕ : କମଳ କନ୍ଦ, ନଳିନୀରୁହ, ପଦ୍ମକନ୍ଦ, ପଦ୍ମନାଡ, ପଦ୍ମମୂଳ, ମୃଣାଳ
ಇತರ ಭಾಷೆಗಳಿಗೆ ಅನುವಾದ :
कमल का मूल जो पतले लम्बे डंठल के रूप में होता है।
शीला कमल ककड़ी की सब्जी बना रही है।