ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ
ಉದಾಹರಣೆ : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ
ಸಮಾನಾರ್ಥಕ : କେତୁ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पुराणानुसार एक राक्षस का नाम जो नौ ग्रहों में माना जाता है।
ಅರ್ಥ : ଜଣେ ରାକ୍ଷସ
ಉದಾಹರಣೆ : ଧାର୍ମିକ ଗ୍ରନ୍ଥଗୁଡ଼ିକରେ କବନ୍ଧର ବର୍ଣ୍ଣନା ରହିଛି
ಸಮಾನಾರ್ಥಕ : କବଂଧ
एक राक्षस।
ಅರ್ಥ : ମୁଣ୍ଡ କଟି ଗଲାପରେ ଅବଶିଷ୍ଟ ଶରୀର
ಉದಾಹರಣೆ : ଯୁଦ୍ଧ ଭୂମିରେ ସ୍ଥାନେ-ସ୍ଥାନେ ରକ୍ତ ଜୁଡ଼ୁବୁଡ଼ୁ ମୁଣ୍ଡ ଏବଂ କବନ୍ଧ ପଡ଼ିରହିଥିଲା
सिर कट जाने पर बचा हुआ धड़।
ಸ್ಥಾಪನೆ