ಅರ್ಥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କନ୍ୟାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କନ୍ୟାରାଶିରେ ଥାଏ
ಉದಾಹರಣೆ :
କନ୍ୟାରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ବିଶେଷ ଲାଭଦାୟକ
ಸಮಾನಾರ್ಥಕ : କନ୍ୟାରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कन्याराशि में हो।
कन्याराशिवालों के लिए यह वर्ष विशेष लाभदायक है।ಅರ್ಥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଷଷ୍ଠରାଶି
ಉದಾಹರಣೆ :
ଏହି ବର୍ଷ କନ୍ୟା ରାଶିର ବ୍ୟକ୍ତିମାନଙ୍କପାଇଁ ଫଳଦାୟୀ ହେବ
ಸಮಾನಾರ್ಥಕ : କନ୍ୟାରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
बारह राशियों में से छठी राशि।
यह वर्ष कन्या राशि के लोगों के लिए फलदायी सिद्ध होगा।The sixth sign of the zodiac. The sun is in this sign from about August 23 to September 22.
virgin, virgo, virgo the virginಅರ್ಥ : ଛୋଟ ବିଶେଷକରି ଅବିବାହିତା ଅବସ୍ଥାର ସ୍ତ୍ରୀ
ಉದಾಹರಣೆ :
ବାଳିକାମାନେ କଣ୍ଢେଇଖେଳ ଖେଳୁଛନ୍ତି
ಸಮಾನಾರ್ಥಕ : ବାଳିକା
ಇತರ ಭಾಷೆಗಳಿಗೆ ಅನುವಾದ :
A youthful female person.
The baby was a girl.