ಅರ್ಥ : ଯେଉଁ ଲିପିରେ କନ୍ନଡ଼ ଭାଷା ଲେଖାଯାଏ
ಉದಾಹರಣೆ :
କାମଥ ନିଜ ପୁଅକୁ କନ୍ନଡ଼ ଲିପି ଲେଖା ଶିଖାଉଅଛି
ಸಮಾನಾರ್ಥಕ : କନ୍ନଡ଼ ଲିପି
ಇತರ ಭಾಷೆಗಳಿಗೆ ಅನುವಾದ :
वह लिपि जिसमें कन्नड़ भाषा लिखी जाती है।
कामथ अपने बेटे को कन्नड़ लिखना सिखा रहा है।ಅರ್ಥ : କର୍ଣ୍ଣାଟକ ପ୍ରଦେଶର ନିବାସୀ
ಉದಾಹರಣೆ :
ଏହା କନ୍ନଡ଼ମାନଙ୍କର ସଭା
ಅರ್ಥ : ଯେଉଁ ଦ୍ରାବିଡ଼ ଭାଷା ବିଶେଷକରି ଦକ୍ଷିଣ ଭାରତର କର୍ଣ୍ଣାଟକ ପ୍ରଦେଶରେ କୁହାଯାଏ
ಉದಾಹರಣೆ :
କୁଲକର୍ଣ୍ଣୀ ଆଜ୍ଞା କନ୍ନଡ଼ ଶିଖୁଛନ୍ତି
ಸಮಾನಾರ್ಥಕ : କନ୍ନଡ଼ ଭାଷା
ಇತರ ಭಾಷೆಗಳಿಗೆ ಅನುವಾದ :
वह द्रविड़ भाषा जो दक्षिण भारत विशेषकर कर्नाटक प्रदेश में बोली जाती है।
कुलकर्णीजी कन्नड़ सीख रहे हैं।ಅರ್ಥ : କନ୍ନଡ଼ ଭାଷା ସହିତ ସଂବନ୍ଧିତ ବା କନ୍ନଡ଼ ଭାଷାର
ಉದಾಹರಣೆ :
ତାର କନ୍ନଡ଼ ସାହିତ୍ୟରେ ଅଧିକ ରୁଚି
ಅರ್ಥ : କର୍ଣ୍ଣାଟକରେ ରହିବା ବ୍ୟକ୍ତି
ಉದಾಹರಣೆ :
କନ୍ନଡ଼ ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରଥା ଅଛି