ಅರ್ಥ : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
ಉದಾಹರಣೆ :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
ಇತರ ಭಾಷೆಗಳಿಗೆ ಅನುವಾದ :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।ಅರ್ಥ : ଯେକୌଣସି ଅବସ୍ଥାରେ (କାହା ସହିତ ନାହିଁ ବା ନଆସିବା ଆବଶ୍ୟକ ହୋଇଥାଏ)
ಉದಾಹರಣೆ :
ମୁଁ ଏହି କାମ କଦାପି କରିବି ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
In the slightest degree or in any respect.
Are you at all interested? No, not at all.