ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର ଉଚ୍ଚାରଣ ହୋଇଛି
ಉದಾಹರಣೆ : ଉଚ୍ଚାରିତ ଏବଂ ଲିଖିତ ଭାଷା ଏକ ପ୍ରକାର ନୁହେଁ
ಸಮಾನಾರ್ಥಕ : ଅଭିବ୍ୟଞ୍ଜିତ, ଉଚ୍ଚାରିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसका उच्चारण हुआ हो।
ಅರ್ಥ : ଯାହାର ଉଲ୍ଲେଖ ବା କଥନ ହୋଇଛି
ಉದಾಹರಣೆ : ରାମାୟଣରେ ଉଲ୍ଲିଖିତ କଥା ଭଗବାନ ରାମଙ୍କର
ಸಮಾನಾರ್ಥಕ : ଉଲ୍ଲିଖିତ, ବର୍ଣ୍ଣିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसका उल्लेख या कथन हुआ हो।
Declared but not proved.
ಅರ್ಥ : ଯାହା କୁହାଯାଇଛି
ಉದಾಹರಣೆ : ସ୍ୱାମୀଜୀଙ୍କ ଅଭିହିତ କଥା କାର୍ଯ୍ୟକାରୀ ହେବା ଉଚିତ
ಸಮಾನಾರ್ಥಕ : ଅଭିହିତ, ଉକ୍ତ, ଭାଷିତ
जो कहा या जतलाया गया हो।
Being the one previously mentioned or spoken of.
ಸ್ಥಾಪನೆ