ಅರ್ಥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ಉದಾಹರಣೆ :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ಸಮಾನಾರ್ಥಕ : ଆଳାପ, ଚର୍ଚ୍ଚା, ବାର୍ତ୍ତାଳାପ, ସଂଭାଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversationಅರ್ಥ : କଥାବାର୍ତ୍ତା କରିବାର ଅବସ୍ଥା ବା ଭାବ
ಉದಾಹರಣೆ :
ପିତାମାତାଙ୍କୁ ନିଜ ପିଲାଙ୍କସହ ନିରନ୍ତର ସମ୍ଭାଷଣଶୀଳତା ବଜାୟ ରଖିବା ଉଚିତ
ಸಮಾನಾರ್ಥಕ : ସମ୍ଭାଷଣଶୀଳତା
ಇತರ ಭಾಷೆಗಳಿಗೆ ಅನುವಾದ :
संवादशील होने की अवस्था या भाव।
माता-पिता को अपने बच्चों के साथ निरंतर संवादशीलता बनाये रखना चाहिए।ಅರ್ಥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ಉದಾಹರಣೆ :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ಸಮಾನಾರ್ಥಕ : ଆଲୋଚନା, କଥା, ବାର୍ତ୍ତାଳାପ
ಇತರ ಭಾಷೆಗಳಿಗೆ ಅನುವಾದ :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.