ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ କଥା ମାନିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

କଥା ମାନିବା   କ୍ରିୟାପଦ

ಅರ್ಥ : କାହାର ଆଜ୍ଞାକୁ ମାନିକରି ତାଙ୍କ କହିବା ଅନୁସାରେ କାମକରିବା

ಉದಾಹರಣೆ : ସେ ନିଜ ପିତାଙ୍କର ଆଜ୍ଞା ପାଳନ କଲା ଏବଂ ବସିକରି ପାଠପଢ଼ିଲା

ಸಮಾನಾರ್ಥಕ : ଆଜ୍ଞା ପାଳନ କରିବା, ବୋଲ ମାନିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी की आज्ञा को मानते हुए उसके कहे अनुसार काम करना।

उसने अपने पिता की आज्ञा का पालन किया और बैठकर पढ़ने लगा।
आज्ञा पालन करना, कहा करना, बात मानना

Be obedient to.

obey

ಅರ್ಥ : ଆଜ୍ଞା ପାଳନ କରିବା

ಉದಾಹರಣೆ : ଯୁକ୍ତିତର୍କ ନକରି ଆପଣଙ୍କର ଆଜ୍ଞା ପାଳନ କରିବା ଉଚିତ

ಸಮಾನಾರ್ಥಕ : ଆଜ୍ଞା ପାଳନ କରିବା, ଆଜ୍ଞା ମାନିବା, ଆଦେଶ ମାନିବା


ಇತರ ಭಾಷೆಗಳಿಗೆ ಅನುವಾದ :

आज्ञा का पालन करना।

आपको बिना बहस किए आज्ञापालन करना चाहिए।
आज्ञा मानना, आज्ञापालन करना, कहना मानना, कहा मानना

Be obedient to.

obey