ಅರ್ಥ : ଏଭଳି ଉକ୍ତି, କଥନ, ବା କାର୍ଯ୍ୟ ଯେଉଁଥିରେ କିଛି ବିଶିଷ୍ଟ କୌଶଳ ବା ଚମତ୍କାରିତା ଥାଏ ବା ଯେଉଁଥିରେ ପ୍ରଭାବିତ ହୋଇ ଲୋକେ ପ୍ରଶଂସା କରନ୍ତି
ಉದಾಹರಣೆ :
ତାର ପ୍ରତ୍ୟେକ କଥା କଥା ଭଳି
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी उक्ति, कथन या कार्य जिसमें कुछ विशिष्ट कौशल या चमत्कार हो या जिससे प्रभावित होकर लोग प्रशंसा करें।
उनकी हर बात में एक बात होती है।ಅರ್ಥ : କିଛି କହିବା କ୍ରିୟା
ಉದಾಹರಣೆ :
ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
ಸಮಾನಾರ್ಥಕ : କଥନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନଗଢ଼ା ବା ବାସ୍ତବିକ ଘଟଣାର ଆଧାରରେ ପ୍ରସ୍ତୁତ ହୋଇଥିବା ମୌଖିକ ବା ଲିଖିତ ବିବରଣୀ ଯାହାର ମୁଖ୍ୟ ଉଦ୍ଦେଶ୍ୟ ପାଠକଙ୍କର ମନୋରଞ୍ଜନ କରିବା,ସେମାନଙ୍କୁ କିଛି ଶିକ୍ଷା ଦେବା ବା କୌଣସି ବସ୍ତୁର ଅବସ୍ଥିତି ସମ୍ପର୍କରେ ପରିଚିତ କରାଇବା
ಉದಾಹರಣೆ :
ମୁନ୍ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
ಸಮಾನಾರ್ಥಕ : ଆଖ୍ୟାନ, କଥା କୃତି, କାହାଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
मन से गढ़ा हुआ या किसी वास्तविक घटना के आधार पर प्रस्तुत किया हुआ मौखिक या लिखित विवरण जिसका मुख्य उद्देश्य पाठकों का मनोरंजन करना, उन्हें कोई शिक्षा देना अथवा किसी वस्तु-स्थिति से परिचित कराना होता है।
मुंशी प्रेमचंद की कहानियाँ ग्रामीण परिवेश को अच्छी तरह से दर्शाती हैं।ಅರ್ಥ : ଲୋକଙ୍କ ଭିତରେ ବିଶେଷ ଚର୍ଚ୍ଚା ହେବାପରି ଏପରି ଘଟଣା ବା କାର୍ଯ୍ୟ
ಉದಾಹರಣೆ :
କଥା ବାହାରିବାକୁ ଡେରିଲାଗିବ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଶେଷ ମହତ୍ତ୍ବପୂର୍ଣ କୌଣସି କଥା ଅଥବା ଦୃଢ, ନିଶ୍ଚିତ ବା ପ୍ରାମାଣିକ ମତ, ବିଚାର ବା ସିଦ୍ଧାନ୍ତ
ಉದಾಹರಣೆ :
ଯଦି ଏହି କଥା କାହରି କାନରେ ପଡିଯାଏ ତ ସବୁ ମାମଲା ବିଗିଡି ଯିବ
ಇತರ ಭಾಷೆಗಳಿಗೆ ಅನುವಾದ :
विशेष महत्व का कोई कथन अथवा दृढ़, निश्चित या प्रामाणिक मत, विचार या सिद्धान्त।
जहाँ यह बात किसी के कान में पड़ी कि, सारा मामला बिगड़ जाएगा।ಅರ್ಥ : କୁହାହୋଇଥିବା କଥା
ಉದಾಹರಣೆ :
ନିଜ ଗୁରୁଙ୍କ ବିଷୟରେ ତାଙ୍କର ମତ ଶୁଣି ଆମେ ସବୁ ବ୍ୟସ୍ତ ହୋଇଗଲୁ ଆମର କଥା ମାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ମିଛ ବା ମନଗଢା କଥା
ಉದಾಹರಣೆ :
ସ୍କୁଲକୁ ଆସିବାରେ ଡେରିହେବାରୁ ପିଲାଟି କେତେ କଥା ଶୁଣାଉଛି
ಸಮಾನಾರ್ಥಕ : କାହାଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ಉದಾಹರಣೆ :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ಸಮಾನಾರ್ಥಕ : ବଚନ, ବାକ୍ୟ, ବାଣୀ, ବୋଲି
ಇತರ ಭಾಷೆಗಳಿಗೆ ಅನುವಾದ :
(language) communication by word of mouth.
His speech was garbled.ಅರ್ಥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ಉದಾಹರಣೆ :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ಸಮಾನಾರ್ಥಕ : ଆଲୋଚନା, କଥାବାର୍ତ୍ତା, ବାର୍ତ୍ତାଳାପ
ಇತರ ಭಾಷೆಗಳಿಗೆ ಅನುವಾದ :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.