ಅರ್ಥ : ମାଛ ଶରୀର ଭିତରେ ମିଳୁଥିବା କଣ୍ଟା ଭଳି ଅସ୍ଥି
ಉದಾಹರಣೆ :
ମାଛ ଖାଇବା ସମୟରେ ରାମୁର ତଣ୍ଟିରେ କଣ୍ଟା ଲାଗିଗଲା
ಸಮಾನಾರ್ಥಕ : ମାଛ କଣ୍ଟା
ಇತರ ಭಾಷೆಗಳಿಗೆ ಅನುವಾದ :
मछली के शरीर के अंदर पाई जानेवाली काँटे जैसी अस्थि।
मछली खाते समय रामू के मुँह में काँटा चुभ गया।A bone of a fish.
fishboneಅರ್ಥ : ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
ಉದಾಹರಣೆ :
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
ಸಮಾನಾರ್ಥಕ : ବନ୍ସୀ କଣ୍ଟା, ବଡ଼ଶୀ
ಇತರ ಭಾಷೆಗಳಿಗೆ ಅನುವಾದ :
A sharp barbed hook for catching fish.
fishhookಅರ್ಥ : ନଟୁର ତଳେ ଲାଗିଥିବା କଣ୍ଟା
ಉದಾಹರಣೆ :
ଏହି ନଟୁର କଣ୍ଟା ଭାରି ଛୋଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛର ଡାଳ, ଗଣ୍ଡି, ପତ୍ରଆଦିରୁ ବାହାରିଥିବା ଅଂଶ ଯାହା ଛୁଞ୍ଚି ପରି ହୋଇଥାଏ
ಉದಾಹರಣೆ :
ଜଙ୍ଗଲରେ ଯାଉଥିବାବେଳେ ତା ପାଦରେ କଣ୍ଟା ପଶିଗଲା
ಸಮಾನಾರ್ಥಕ : କଣ୍ଟକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ମାପକ ଉପକରଣରେ ଲଗାଯାଇଥିବା ଲମ୍ବା, ପତଳା, ତୀକ୍ଷ୍ଣ ଭାଗ ଯାହା କୌଣସି ମାପର ଫଳକୁ ଦେଖାଏ
ಉದಾಹರಣೆ :
କମ୍ପାସର କଣ୍ଟା ଉତ୍ତର-ଦକ୍ଷିଣ ଦେଖାଏ
ಇತರ ಭಾಷೆಗಳಿಗೆ ಅನುವಾದ :
A pointed projection.
prongಅರ್ಥ : ଛୁଞ୍ଚି ବା କୀଳାପରି କୌଣସି ମୁନିଆ ଜିନିଷ
ಉದಾಹರಣೆ :
ରାମ ଚାରିକାନ୍ଥରେ କଣ୍ଟା ପିଟିଲା
ಇತರ ಭಾಷೆಗಳಿಗೆ ಅನುವಾದ :
An iron spike attached to the shoe to prevent slipping on ice when walking or climbing.
climber, climbing iron, crampon, crampoon