ಅರ್ಥ : ରୁକ୍ଷ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
ಸಮಾನಾರ್ಥಕ : ଉଗ୍ରତା, କର୍କଶତା, ରୁକ୍ଷତା
ಇತರ ಭಾಷೆಗಳಿಗೆ ಅನುವಾದ :
Venom secreted by certain snakes.
snake venomಅರ್ಥ : କଠୋର ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
ಸಮಾನಾರ್ಥಕ : କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରୁକ୍ଷ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
ಇತರ ಭಾಷೆಗಳಿಗೆ ಅನುವಾದ :
Objectivity and detachment.
Her manner assumed a dispassion and dryness very unlike her usual tone.ಅರ್ಥ : କଠୋର ବ୍ୟବହାର
ಉದಾಹರಣೆ :
କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ
ಸಮಾನಾರ್ಥಕ : କଠୋରପଣ
ಇತರ ಭಾಷೆಗಳಿಗೆ ಅನುವಾದ :