ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗାଡ଼ି ଆଦିର ତଳେ ଆସି ମରିଯିବା
ಉದಾಹರಣೆ : କୁକୁର ରେଳଗାଡ଼ିରେ ଚାପିହୋଇଗଲା
ಸಮಾನಾರ್ಥಕ : ଚାପିହେବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
गाड़ी आदि के नीचे आकर मर जाना।
Cut off and stop.
ಅರ್ಥ : କାଳର ମାନ ଦୃଷ୍ଟିରୁ ଘଟଣା କଥାଆଦିର ବର୍ତ୍ତମାନରୁ ଆରମ୍ଭ କରି ଅତୀତ ସମୟ ପର୍ଯ୍ୟନ୍ତ ଯିବା
ಉದಾಹರಣೆ : ମଦର୍ ଟେରେସାଙ୍କ ପୂରା ଜୀବନ ମାନବ ସେବାରେ କଟିଲା
ಸಮಾನಾರ್ಥಕ : ବିତିବା, ବ୍ୟତୀତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
काल के मान की दृष्टि से घटना, बात आदि का वर्तमान से होते हुए भूत में जाना।
ಸ್ಥಾಪನೆ