ಅರ್ಥ : ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସାକରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର
ಉದಾಹರಣೆ :
ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ
ಸಮಾನಾರ್ಥಕ : ଓଷଦ, ଔଷଧ, ଭେଷଜ, ମେଡିସିନ୍
ಇತರ ಭಾಷೆಗಳಿಗೆ ಅನುವಾದ :
(medicine) something that treats or prevents or alleviates the symptoms of disease.
medicament, medication, medicinal drug, medicine