ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଏନର୍ଜି ସେକ୍ଟର ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଏନର୍ଜି ସେକ୍ଟର   ବିଶେଷ୍ୟ

ಅರ್ಥ : ଶକ୍ତି ଉତ୍ପାଦନ ବା ପରିପୂରଣ ସହିତ ସମ୍ବନ୍ଧିତ ଶେୟାରର ଗୋଟିଏ ଶ୍ରେଣୀ ଯେଉଁଥିରେ ତେଲ ବା ଗ୍ୟାସର ଭଣ୍ଡାର ଗୁଡିକର ଅନ୍ବେଷଣ ତଥା ବିକାଶରେ ଲାଗିଥିବା କମ୍ପାନୀଗୁଡିକ,ତେଲ ଏବଂଗ୍ୟାସର ଖନନରେ ସାମିଲ କମ୍ପାନୀ ଗୁଡିକ ବା ଏକୀକୃତ ଶକ୍ତି କମ୍ପାନୀ ଗୁଡିକ ଆସିଥାନ୍ତି

ಉದಾಹರಣೆ : ଭାରତର ଏନର୍ଜି ସେକ୍ଟରରେ ପ୍ରାୟ ନଅ ଆରବ ଡଲାରର ବିଦେଶୀ ନିବେଶର ସମ୍ଭାବନା ଅଛି


ಇತರ ಭಾಷೆಗಳಿಗೆ ಅನುವಾದ :

ऊर्जा के उत्पादन या आपूर्ति से सम्बन्धित शेयरों की एक श्रेणी जिसमें तेल या गैस के भण्डारों की खोज तथा विकास में लगे व्यवसाय, तेल और गैस की खुदाई में शामिल व्यवसाय या एकीकृत ऊर्जा व्यवसाय आते हैं।

भारत के ऊर्जा व्यवसाय में करीब नौ अरब डॉलर के विदेशी निवेश की सम्भावना है।
ऊर्जा व्यवसाय, एनर्जी सेक्टर